‘ନିୟୁ ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ପ୍ରଦର୍ଶନ ହେବ ‘କୋହିନୂର’ ହୀରା

ଲଣ୍ଡନ୍‌: ସର୍ବସାଧାରଣଙ୍କ ନିମନ୍ତେ ମେ’ ମାସରେ ଉନ୍ମୁକ୍ତ ହେବାକୁ ଥିବା ‘ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ବ୍ରିଟେନ୍‌ ରାଜାଙ୍କ ରତ୍ନର ନୂତନ ପ୍ରଦର୍ଶନରେ ‘ବିଜୟର ପ୍ରତୀକ’ ଭାବେ ‘କୋହିନୂର୍‌’ ହୀରା ପ୍ରଦର୍ଶନ କରାଯିବ। ବ୍ରିଟେନ୍‌ ରାଜପ୍ରାସାଦଗୁଡ଼ିକର ପରିଚାଳନା କରୁଥିବା ଦାତବ୍ୟ ସଂସ୍ଥାନ ‘ହି‌ଷ୍ଟୋରିକ୍‌ ରୟାଲ୍‌ ପାଲେସେସ୍‌’ ଚଳିତ ସପ୍ତାହରେ କହିଛି ଯେ, ଅନ୍ୟାନ୍ୟ ସାମଗ୍ରୀ ଓ ‘ଭିଜୁଆଲ୍‌ ପ୍ରୋଜେକ୍‌ସନ୍‌’ ଜରିଆରେ ନୂତନ ‘ଜୁଏଲ୍‌ ହାଉସ୍‌’ ପ୍ରଦର୍ଶନୀ ‘କୋହିନୂର’ର ଇତିବୃତ୍ତ ବ୍ୟାଖ୍ୟା କରିବ। … Continue reading ‘ନିୟୁ ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ପ୍ରଦର୍ଶନ ହେବ ‘କୋହିନୂର’ ହୀରା